ଦିନକ ପରେ ହକି ବିଶ୍ୱକପ : ଝଲସୁଛି ସହର, ଷ୍ଟାଡିୟମ୍‌

ଭୁବନେଶ୍ୱର: ୧୩ ତାରିଖରେ ହକି ବିଶ୍ୱକପ୍‌। କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି ପୂରା ସହର ରଙ୍ଗିନ୍‌ ଆଲୋକମାଳାରେ ଝଲସୁଛି। ଫ୍ଲାଏଓଭର୍‌ ତଳେ ଭଳିକି ଭଳି ଥିମ୍‌କୁ ନେଇ ଅଙ୍କା ହୋଇଥିବା ଚିତ୍ର ସାଙ୍ଗକୁ ସଂଧ୍ୟାରେ ସହର ଓ ଷ୍ଟାଡିୟମ୍‌ରେ ଚିକିମିକି ଆଲୁଅ ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି। ପୂରା ଭୁବନେଶ୍ୱର ନୂଆ ଦିଶୁଛି। କିନ୍ତୁ ଏସବୁ ସତ୍ତ୍ୱେ ପୂର୍ଣ୍ଣାଙ୍ଗ କାମ ସରିପାରିନି। ଗତ ୫ ତାରିଖରୁ କଣ୍ଟ ପୂରି ଯାଇଥିଲେ … Continue reading ଦିନକ ପରେ ହକି ବିଶ୍ୱକପ : ଝଲସୁଛି ସହର, ଷ୍ଟାଡିୟମ୍‌